ଆଜି ବି ବଢିଲା ; ସୁନା ଦାମ୍‌ ଟପିଲା ୧ ଲକ୍ଷ ୬ ହଜାର

ଭୁବନେଶ୍ୱର : ଆଜି ବି ବଢିଲା ସୁନା ଦାମ୍‌ । ସେପ୍ଟେମ୍ବର ୨ ଅର୍ଥାତ୍‌ ମଙ୍ଗଳବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୬,୦୯୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୫,୮୮୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୨୫୦ ଟଙ୍କା ରହିଛି । ଗତକାଲି ୯୭,୦୫୦ ଟଙ୍କା ଥିଲା । ଏଥିରେ ୨୦୦ … Continue reading ଆଜି ବି ବଢିଲା ; ସୁନା ଦାମ୍‌ ଟପିଲା ୧ ଲକ୍ଷ ୬ ହଜାର