କେଶଦୁରାପାଳ : ଆନନ୍ଦପୁର ତହସିଲ ଅଞ୍ଚଳରେ ଲଘୁଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ଚାଲିଥିବାବେଳେ ଚାଲାଣକାରୀ ମାଫିଆମାନେ ଚୋରି କରିବାର ଅଭିନଭ ଉପାୟ ଆପଣଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଆନନ୍ଦପୁର ତହସିଲଦାର ଶ୍ରୀ ତପନ କୁମାର ନାୟକ ଏହି ଚୋରା ଚାଲାଣ ଓ ମାଫିଆମାନଙ୍କ ଉପରେ ଅଙ୍କୁଶ ଲଗାଇବାକୁ ତାଙ୍କର ସମସ୍ତ ପ୍ରକାର କଳ ବଳ କୋୖଶଳ ପ୍ରୟୋଗ କରି ପୁଲିସ ସହାୟତାରେ ଚୋରା ବାଲି ଚାଲଣ ହେଉଥିବା ୪ଟି ଟ୍ରାକ୍ଟ ଜବତ କରିଛନ୍ତି। ଜବତ କରି ୭୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି ।
Popular Categories



