www.samajalive.in
Saturday, December 13, 2025
23.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ପୁଣି ଏୟାର ଇଣ୍ଡିଆର ୨ଟି ବିମାନ ବାତିଲ୍‌.. ଦିଲ୍ଲୀରୁ ପ୍ୟାରିସ୍‌ ଯିବାକୁ ଥିବା ବିମାନ ରଦ୍ଦ ହୋଇଥିବା ବେଳେ ପ୍ୟାରିସ୍‌ରୁ ଦିଲ୍ଲୀ ଆସିବାକୁ ଥିବା ବିମାନ ମଧ୍ୟ ରଦ୍ଦ ହୋଇଛି.. ଯାନ୍ତ୍ରିକ ତ୍ରୁଟି କାରଣରୁ ରଦ୍ଦ ହୋଇଥିବା ସୂଚନା.. ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁଁ ଅହମ୍ମଦାବାଦ-ଲଣ୍ଡନ ବିମାନ ବାତିଲ ହୋଇଥିଲା..

ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା.. ୧୭ରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା.. ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..

- Advertisement -

ଯାତ୍ରା ମହାବଳ ସଞ୍ଜୟ ଭୋଳଙ୍କୁ କ୍ଷମା କରିଦେଲେ ଗୁରୁ, ହଟିଲା ବ୍ୟାନ୍‌.. ଏକ ନିର୍ଦିଷ୍ଟ ଗଣମାଧ୍ୟମ​ରେ ନାଟକ ଲେଖାକୁ ନେଇ ଛି ଛି କରିବାସହ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ ସଞ୍ଜୟ ଭୋଳ.. ଏଥିରେ ଖପ୍ପା ହୋଇ ଅପେରା ମାଷ୍ଟର ଅସୋସିଏସନ୍‌(ଓମା) ସଞ୍ଜୟଙ୍କୁ ବ୍ୟାନ୍‌ କରିଥିଲା.. ଓମା ବୈଠକରେ ସଞ୍ଜୟ କ୍ଷମା ପ୍ରାର୍ଥନା କରିଥିବାବେଳେ ଓମା ତାଙ୍କୁ କ୍ଷମା କରିବାସହ ବ୍ୟାନ୍‌ ହଟାଇ ଦେଇଛି..

କଟକରେ ହୋଟେଲ ସିଲ୍.. କଟକ ଷ୍ଟେସନ୍ ନିକଟରେ ସିଏମସି ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ.. ହୋଟେଲ ସିଲ୍ କଲା ଟିମ୍..

ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା.. ସୋନମ୍‍ ସମେତ ୫ ଅଭିଯୁକ୍ତଙ୍କୁ ନେଇ ସିନ୍‍ ରିକ୍ରିଏସନ କରୁଛି ସିଲଂ ପୁଲିସ..

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories