ରାଜ୍ୟରେ ଲାଗୁ ହେଲା ‘ଆୟୁଷ୍ମାନ ଭାରତ’.. କଟକରେ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା..
ଟ୍ରମ୍ପଙ୍କୁ ଚୀନର ପାଲଟା ଜବାବ.. ଆମେରିକା ସାମଗ୍ରୀ ଉପରେ ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି.. ଆମେରିକା ପକ୍ଷରୁ ଚୀନ୍ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲଗାଇବା ପରେ ପାଲଟା ଜବାବ ଦେଲା ଚୀନ୍..
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି.. ପେନସନ୍ଭୋଗୀଙ୍କ ଟି. ଆଇ ମଧ୍ୟ ବୃଦ୍ଧି କଲେ ରାଜ୍ୟ ସରକାର..
ଆଠଗଡ଼ ଥାନା ମୁଣ୍ଡଳୀ ରାସ୍ତାର ଛତାବର ନିକଟରେ ଦୁର୍ଘଟଣା.. ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୦ରୁ ଊର୍ଦ୍ଧ୍ବ ଆହତ..
ପୁଣି ବଢିଲା ସୁନା ଦାମ୍.. ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୫,୪୦୦ ହୋଇଥିବାବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୭,୪୫୦ ଟଙ୍କାରେ ପହଞ୍ଚିଛି..



