www.samajalive.in
Tuesday, December 9, 2025
15.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ସିବିଆଇ ଚଢାଉକୁ ବିରୋଧ.. ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା.. ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଥିବା ସୂଚନା..

ମସ୍କ-ମୋଦୀ ଭେଟ ପରେ ଭାରତରେ ନିଯୁକ୍ତି ଆରମ୍ଭ କଲା ଟେସ୍‌ଲା.. ଭାରତରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ.. ଭାରତୀୟ ଇଭି ବଜାରରେ ପ୍ରବେଶ ସଙ୍କେତ..

- Advertisement -

କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୀରବ ପ୍ରତିବାଦ.. ଛାତ୍ରୀ ଆତ୍ମହତ୍ୟା ଓ ସେମାନଙ୍କ ପ୍ରତି ଦୁର୍ବ୍ୟବହାର ବିରୋଧରେ ପ୍ରଚଣ୍ଡ ଖରାରେ ନୀରବ ପ୍ରତିବାଦରେ ବସିଲେ ଛାତ୍ରଛାତ୍ରୀ.. ସେମାନଙ୍କୁ ମାଡ଼ ମାରିବା ସହ କିପରି ହଷ୍ଟେଲ ଛାଡ଼ିବା ପାଇଁ କୁହାଯାଇଥିଲା ପ୍ରକାଶ କଲେ ଛାତ୍ରଛାତ୍ରୀ.. ଏପଟେ ବିଧାନସଭାରେ ଦେଖାଦେଇଛି କିଟ୍‌‌ ତାତି.. ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଦାବି କଲେ ବିଧାୟକ ବାବୁ ସିଂ..

ଶାବଳରେ ପିଟି ବାପାକୁ ହତ୍ୟା କଲା ପୁଅ.. ବାସୁଦେବପୁରର କଷିଆ ସାମୁଦ୍ରିକ ଥାନା ଅଧିନ ଗୋପବନ୍ଧୁନଗର ପଞ୍ଚାୟତର
ଶାସମଲଘେରୀ ଗ୍ରାମରେ ଅଭାବନୀୟ ଘଟଣା..

କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ.. ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ ବିମାନବନ୍ଦରରୁ ଆରମ୍ଭ ହେଲା ପଦଯାତ୍ରା.. ଫେବୃଆରୀ ୨୦ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା.. ୨୦ ତାରିଖରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories