www.samajalive.in
Monday, December 8, 2025
13.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ପବିତ୍ର ବାହୁଡା ଯାତ୍ରା, ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଯିବେ ମହାପ୍ରଭୁ, ଧାର୍ଯ୍ୟ ସମୟର ଏକ ଘଣ୍ଟା ପୂର୍ବରୁ ଆରମ୍ଭ ରଥଟଣା, ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ..

ପବିତ୍ର ବାହୁଡା ଯାତ୍ରାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ଓ ପରେ ବଡ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡିରେ ଯାଇ ରଥାରୁଢା ହେବା ପରେ ଶେଷରେ ଝୁଲି ଝୁଲି ଆସିଲେ କାଳିଆ ଠାକୁର..

- Advertisement -

ପୁଣି ବଢିଲା ସୁନା ଦାମ୍‌, ଶନିବାର ପୁଣି ସୁନା ଦର ବୃଦ୍ଧି ପାଇଛି, ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୮୩୦ ଟଙ୍କା ରହିଛି..

ଦୀର୍ଘ ବର୍ଷ ପରେ ଏବର୍ଷର ଏକାଦଶୀରେ ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ; ସୁନା ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା..

ଆଫ୍ରିକା ମହାଦେଶର ମାଲି ଦେଶରେ ଗଞ୍ଜାମର ଜଣେ ଯୁବକଙ୍କୁ ଆତଙ୍କବାଦୀମାନେ ଅପହରଣ କରିଛନ୍ତି, ସେଠାକାର ଏକ ସିମେଣ୍ଟ କାରଖାନାରେ ଆତଙ୍କବାଦୀ ଅପହରଣ କରି ନେଇଥିବା ୩ ଭାରତୀୟଙ୍କ ମଧ୍ୟରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସମରଝୋଳର ଯୁବକ ପି. ଭେଙ୍କେଟରମଣ ରହିଛନ୍ତି..

ସବ୍‌-ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ଭାରତୀୟ ନୌବାହିନୀର ପ୍ରଥମ ମହିଳା ପାଇଲଟ ହେବାର ସୌଭାଗ୍ୟଲାଭ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ମିଗ୍‌-୨୯କେ ବିମାନ ଉଡାଇବାର ସୁଯୋଗ ମିଳିବ..

ଓପୋ ଲଞ୍ଚ କଲା ଜବରଦସ୍ତ ଫିଚର୍‌ର ଏହି ୫ଜି ଫୋନ୍‌: ଲୁକ୍‌ ଆଇଫୋନ୍‌ ୧୬ ପ୍ରୋ ଭଳି, ଦାମ୍‌ ଏତିକି..

୨୦ ବର୍ଷ ପରେ ମଞ୍ଚରେ ଏକାଠି ହେଲେ ଠାକରେ ବ୍ରଦର୍ସ, ତ୍ରିଭାଷୀ ମୁଦ୍ଦାକୁ ନେଇ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲେ ଠାକରେ ଭାଇ, ଉଦ୍ଧବ ଠାକରେ ଓ ରାଜ ଠାକରେ କାନ୍ଧକୁ କାନ୍ଧ ମିଶାଇ ଏକତାର ବାର୍ତ୍ତା ଦେଇଥିଲେ..

ଧାମରା : ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ପଞ୍ଚାୟତ ଖମାରସାହି ଗାଁରେ ଅଭାବନୀୟ ଘଟଣା, ସାପ କାମୁଡାରେ ଜଣେ ଚାଷୀଙ୍କର ମୃତ୍ୟୁ..

ଦେଖନ୍ତୁ ଭାବବିହ୍ୱଳ କରିବ ଏହି ଦୃଶ୍ୟ; ଉଛୁଳା ବନ୍ୟା ଜଳ ଭର୍ତ୍ତି ନଦୀରେ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଡେଇଁଲେ ବାପା, ତା’ପରେ ଯାହା ହେଲା..

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories