www.samajalive.in
Saturday, December 6, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

୩ ଦିନ ହେବ ପ୍ରବଳ ଖରା,ବର୍ଷିବ ନିଆଁ, ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..

ମଥୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ହେମା ମାଳିନୀ..

- Advertisement -

କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା..

ଗାଁ ରାସ୍ତାରେ ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍..

ଯୁବକଙ୍କ ମୃତ୍ୟୁ ପରେ ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ..

ପିପିଲିରେ ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ସୁନା ବ୍ୟାଗ୍ ଲୁଟିଲେ ଦୁର୍ବୁତ୍ତ..

ପ୍ରଚଣ୍ଡ ତାତିରେ ସିଝିବ ସାରା ଓଡିଶା: ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି , ସତର୍କ ରହିବାକୁ ପରାମର୍ଶ..

କୋରାପୁଟ ପାଡର ଘାଟିରେ ଦୁର୍ଘଟଣା, ୨ମୃତ..

୬୦ଫୁଟ ତଳକୁ ଖସିଲା ବୋଲେରୋ..

୨୮ ଆହତ ମେଡିକାଲରେ ଭର୍ତ୍ତି..

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ..

କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ଅଭାବନୀୟ ଘଟଣା..

ଖେଳୁଥିବା ବେଳେ ଖୋଲା ବୋରଓ୍ବେଲ ଭିତରେ ଖସି ପଡିଲା ଦେଢ ବର୍ଷର ଶିଶୁ..

ପୁଣି ମୁକୁଳା ଡ୍ରେନ ନେଲା ଜୀବନ: କଟକ ମହିମା ନଗରରେ ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ..

କଂଗ୍ରେସ ଦଳରୁ ବାପି ସରଖେଲଙ୍କ ଇସ୍ତଫା..

ବିଜେଡିରେ ସାମିଲ ହେବା ସମ୍ଭାବନା..

କିଛିଦିନ ତଳେ ପତ୍ନୀ ମୋନିଦୀପା ବିଜେଡିରେ ସାମିଲ ହୋଇଛନ୍ତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories