www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମହମ୍ମଦ ମୋକିମ୍, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆ..

ମିଆଁମାର ସେନାର ବିମାନ ଦୁର୍ଘଟଣାଗ୍ରସ୍ତ..

- Advertisement -

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ..

ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ପ୍ରଦର୍ଶନୀ ବୁଲି ଦେଖିବେ..

ଦିଲ୍ଲୀ ଏନସିଆରରେ ଶକ୍ତିଶାଳୀ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ..

ଆମେରିକାରେ ଦୁର୍ବୁତ୍ତର ଆଖିବୁଜା ଗୁଳିମାଡ: ୮ ମୃତ..

୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ;ମଙ୍ଗଳବାରଠୁ ସାଧାରଣ ଦର୍ଶନ..

ନେତାଜୀ ସୁବାଷ ବୋଷଙ୍କ ୧୨୭ତମ ଜୟନ୍ତୀ : ଚଳଚଞ୍ଚଳ କଟକର ନେତାଜୀଙ୍କ ଜନ୍ମସ୍ଥାନ, ଆଲୋକୀକରଣ ସହ ସଂଗ୍ରହାଳୟରେ ପ୍ରଥମ କରି ସ୍ଥାନ ପାଇବ ଷ୍ଟୁଆର୍ଟ ସ୍କୁଲର ଆଡମିଶନ୍ ରେଜିଷ୍ଟ୍ରର୍..

ଉଦଳାରେ ପାଣି ପାଇଁ ରାସ୍ତାରେ ଗରା ବାଲଟି ରଖି ରାସ୍ତାରୋକ.. ଯାତାୟତ ବାଧାପ୍ରାପ୍ତ..

ଭୁବନେଶ୍ବର ବାଣୀ ବିହାର ଓଭର ବ୍ରିଜ୍ ଉପରେ ବ୍ରେକ ଫେଲରୁ ଦୁର୍ଘଟଣା..

ଓଏସ୍‌ଆରଟିସି ବସକୁ ଧକ୍କା ଦେଲା ଘରୋଇ ବସ୍ , ଏକାଧିକ ଆହତ..

ବଢିଲା ଚିତାସଂଖ୍ୟା: କୁନୋରେ ଶାବକ ଜନ୍ମକଲା ନାମିବୀୟ ଚିତା ‘ଜ୍ବାଳା’..

ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ..

ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ..

ମାଓ କ୍ୟାମ୍ପ ଧ୍ବଂସ, ଲ୍ୟାଣ୍ଡମାଇନ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ..

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories