ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ: କହିଲେ ଆମେରିକାରେ ଆରମ୍ଭ ହୋଇଛି ସ୍ଵର୍ଣ୍ଣିମ ଯୁଗ..
ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା, ରାଜ୍ୟ ବାହାରେ ଯେଉଁ ମହିଳା ରହୁଛନ୍ତି, ସେମାନେ ଆବେଦନ କଲେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ, ଜିଲାଭିତ୍ତିକ ସମୀକ୍ଷାକୁ ନେଇ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ
ଆଜିଠୁ ତିନି ଦିନିଆ ଜାତୀୟ କର୍ମଶାଳା: ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ୬ବର୍ଷ ବୟସ ହେବା ଜରୁରୀ..
ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: ଶିକ୍ଷା ହେଉଛି ଶକ୍ତି , କାହିଁ କେଉଁ କାଳରୁ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି..
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ : ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ମାରିଲା ପୁରୀ ପୁଲିସ୍, ମନ୍ଦିର ପରିସରରେ ମୋବାଇଲ ଫୋନ୍ ନିଷେଧ..
ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଏନ କାଉଣ୍ଟର :ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ, କାଲି ଦୁଇ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା..
ଏନକାଉଣ୍ଟରରେ ନିପାତ ମାଓବାଦୀଙ୍କ ମଧ୍ୟରେ ଓଡିଶାର ଜୟୀରାମ, ସ୍ପଷ୍ଟ କଲେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା..
ଜୟୀରାମ ନିପାତ ଘଟଣାକୁ ବଡ ସଫଳତା କହିଲେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା..
ପୁରୀ : ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି , ପ୍ରସ୍ଥାନ ପଟେ ଲୁହା ଗେଟ୍ କାଟି ମନ୍ଦିରରେ ପଶି ଲୁଟିନେଲେ ଦୁର୍ବୃତ୍ତ..
ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ, ଚୋରି ବେଳେ ଗାଁରେ ବିଦ୍ୟୁତ୍ କାଟିବା ସହ ସିସି ଟିଭି ତାର କାଟିଲେ , ଚନ୍ଦନପୁର ଥାନା ପୁଲିସର ତଦନ୍ତ ଜାରି..
ରାଜନଗର ବ୍ଲକ ତାଳଚୁଆଠାରେ ଯାତ୍ରା କରୁଥିବା ଯାତ୍ରା ରଙ୍ଗମହଲର କଳାକାରଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ, କଳାକାରଙ୍କ ନାମ ପ୍ରକାଶ ଗୋଛାୟତ(୩୨)
ଦେଖନ୍ତୁ ଭିଡିଓ ; ଅଧାରୁ ଖରାପ ହେଲା ଦୋଳି, ୩୦ ମିନିଟ୍ ଯାଏଁ ଓଲଟା ଲଟକି ରହିଲେ ଲୋକେ, ତା’ପରେ..
ଦେଖନ୍ତୁ ଭିଡିଓ; ହୀରାରେ ତିଆରି ହୋଇଥିବା ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି



