ଦେଖନ୍ତୁ ଭିଡିଓ; ହୀରାରେ ତିଆରି ହୋଇଥିବା ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି
ଗୁଜରାଟ : ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ନେବା ପରେ ହିଁ ସୁରତର ଜଣେ ବ୍ୟବସାୟୀ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ସେ ତାଙ୍କ କମ୍ପାନୀର ଲ୍ୟାବ୍ରେ ହୀରାରେ ପ୍ରସ୍ତୁତ ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି ପ୍ରସ୍ତୁତ କରିଛନ୍ତି ଯାହା ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ୪.୫ କ୍ୟାରେଟ୍ ହୀରାରେ ଟ୍ରମ୍ପଙ୍କ ଏପରି କଳାକୃତି … Continue reading ଦେଖନ୍ତୁ ଭିଡିଓ; ହୀରାରେ ତିଆରି ହୋଇଥିବା ଟ୍ରମ୍ପଙ୍କ ମୁହଁ ଆକୃତିର କଳାକୃତି
Copy and paste this URL into your WordPress site to embed
Copy and paste this code into your site to embed