ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ..
ମେଲାଣି ନେଉଛନ୍ତି ଜଗତ୍ଜନନୀ.. ଭସାଣିରେ ବାଜିବ ଡିଜେ.. ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କ ସୂଚନା.. ଭସାଣରେ ଡିଜେ ବାଜିବ, ହେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ..
ଶୁକ୍ର କଲେ ରାଶି ପରିବର୍ତ୍ତନ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ୍.. ଡାରୋନ ଏସ୍ମୋଗ୍ଲୁ, ସାଇମନ ଜନ୍ସନ୍ ଓ ଜେମ୍ସ ଏ. ରବିନ୍ସନ୍ଙ୍କୁ ମିଳିତ ଭାବେ ଅର୍ଥନୀତିରେ ମିଳିବ ନୋବେଲ୍
ଭଣଜାକୁ ବିକି ଦେଲା ମାମୁଁ.. ଅଢେଇ ବର୍ଷର ଭଣଜାକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେଲା ମାମୁଁ.. କଟକ ଜିଲା ସାଲେପୁର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ ..
ନିଶ୍ଚିନ୍ତକୋଇଲିରେ କେନାଲରେ ବୁଡ଼ି ସାତ ବର୍ଷର ଶିଶୁ ମୃତ..
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ.. ତଦନ୍ତରେ ଦିଲ୍ଲୀ ପୁଲିସ ଅବହେଳା କରୁଥିବା ମାନବ ଅଧିକାର କର୍ମୀ ଜୟନ୍ତ କୁମାର ଦାସଙ୍କ ଅଭିଯୋଗ.. ଏପଟେ ଆଜି ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହୋଇଛନ୍ତି ଓଡ଼ିଶା ଡିଜିପି..
ରେରା ଆଇନରେ ହେବ ପରିବର୍ତ୍ତନ.. କାମ ନ ଥାଇ ଅଫିସ ଆସିଲେ ଦଲାଲ ବୋଲି ଧରାଯିବ.. ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା..



