www.samajalive.in
Thursday, December 11, 2025
16.1 C
Bhubaneswar

ଦିନ ୪ଟା ମୁଖ୍ୟ ଖବର

ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ୨ ଗୁରୁତର ; ଗୁରୁତରଙ୍କୁ ମେଡିକାଲରେ କରାଗଲା ଭର୍ତ୍ତି

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍‌ ; ବର୍ତ୍ତମାନ ୧୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

- Advertisement -

ଦେଶରେ କୋଭିଡ ଟିକା ନେଲେଣି ୪୩ କୋଟି ୫୧ ଲକ୍ଷ

ପେଗାସସ ଓ କୃଷି ଆଇନକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ହାଇଦରର ଏନକାଉଣ୍ଟରରେ ମୃ୍ତ୍ୟୁ ଘଟଣା; ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ, ମାମଲା ରୁଜୁ ସହ ନୋଟିସ୍‌ ଜାରି କଲେ ମାନବାଧିକାର କମିଶନ

ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପାଙ୍କ ଇସ୍ତଫା; ମୁଖ୍ୟମନ୍ତ୍ରୀ ଭାବେ ଦୁଇବର୍ଷ ପୂରଣ କରିବା ଦିନ ଦେଲେ ଇସ୍ତଫା

ଦେଶପ୍ରେମର ଅନନ୍ୟ ନିଦର୍ଶନ: ୪୮୦ ଫଟୋରେ ବଖାଣିଲେ କାରଗିଲ୍‍ ଯୁଦ୍ଧର ସମ୍ପୂର୍ଣ୍ଣ କାହାଣୀ

ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ୍‌

ଖୋଲିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ; ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୩୭ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୪୯ ଏବଂ ସ୍ଥାନୀୟ ସଂକ୍ରମିତ ୬୮୮

ଓଡ଼ିଶାରେ ଆଉ ୬୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୪୨ ମୃତ ; ମୃତ୍ୟୁସଂଖ୍ୟା ୫୫୭୪

୨୭ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ; ୧୨ ଜିଲାକୁ ସତର୍କ ସୂଚନା

ମହାରାଷ୍ଟ୍ର ବର୍ଷା ଓ ବନ୍ୟାର ତାଣ୍ଡବ: ୧୪୯ ମୃତ, ୨ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ

ହାଇଦ୍ରାବାଦରେ ଭୂକମ୍ପ ଝଟକା

ବୀର ଯବାନଙ୍କ ଅପୂର୍ବ ସାହସ ଆମକୁ ପ୍ରତିଦିନ ପ୍ରେରଣା ଦେଉଛି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ; ସମଗ୍ର ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର ୨୨ ବର୍ଷ ପୂର୍ତ୍ତି

ଦେଶରେ ଆଉ ୩୯,୩୬୧ କରୋନା ସଂକ୍ରମିତ ଚିହ୍ନଟ; ଦିନକରେ ସୁସ୍ଥ ହେଲେ ୩୫,୯୬୮; ଏପର୍ୟ୍ୟନ୍ତ ମୋଟ ୩,୦୫,୭୯,୧୦୬ ଜଣ କରୋନା ରୋଗୀ ସୁସ୍ଥ

ଆରୋଗ୍ୟ ହାର ୯୭.୩୫%

୪,୧୧,୧୮୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ

ଦେଶରେ ରବିବାର ସଂଧ୍ୟା ସୁଦ୍ଧା ୪୫.୭୪ କୋଟି ନମୁନା ପରୀକ୍ଷା

ଦୈନିକ ସଂକ୍ରମଣ ହାର ୩.୪୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୧%

ମୋଟ ୪୩,୫୧ କୋଟି ପାନ ଟିକା ଦିଆଯାଇସାରିଛି

ଏଥିସହିତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୨୦,୯୬୭

ଆଜିଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବହୁ ବିରୋଧୀ ଦଳ ନେତାଙ୍କୁ ଭେଟିବେ

ପୁରୁଷ ହକି : ଅଷ୍ଟ୍ରେଲିଆଠାରୁ ୭-୧ରେ ହାରିଲା ଭାରତ

ଦେଶରେ ପ୍ରଥମ ଘଟଣା : ମତଦାତାଙ୍କୁ ଲାଞ୍ଚ ଅଭିଯୋଗରେ ସାଂସଦ ଦୋଷୀ

ପେଗାସସ୍‌ ବିବାଦ : ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେଲେ ସାଂସଦ ଜନ୍ ବ୍ରିଟାସ୍‌

ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ହରାଇଲା ଭାରତ

ମୃତ୍ୟୁସଂଖ୍ୟା ୨୦୦ ଟପିଲା;ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆରେ ବର୍ଷା ବିତ୍ପାତ

ୟୁନେସ୍କୋ ବିଶ୍ବ ଐତିହ୍ୟ ତାଲିକାରେ ତେଲଙ୍ଗାନାର ରାମାପ୍ପା ମନ୍ଦିର

ଦୈନିକ ଭାସ୍କର ୭୦୦ କୋଟି ଟିକସ ଫାଙ୍କିଛି : ଆୟକର ବିଭାଗ

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories