ଦିନ ୪ଟା ମୁଖ୍ୟ ଖବର
ଦେଶ/ବିଦେଶ ଖବର
-ବିପର୍ଯ୍ୟୟ ମୁକାବିଲାରେ ଜାତିସଂଘର ଓଡ଼ିଶାକୁ ପ୍ରଶଂସା
– ପିଏନବି ଦୁର୍ନୀତି: ଚୋକ୍ସୀଙ୍କୁ ଭାରତ ଆଣିବାକୁ ଡୋମିନିକାରେ ପହଞ୍ଚିଲା ବିମାନ
– ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୩,୪୬୦ ମୃତ
– କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆରେ ବଢ଼ିଲା ତାଲାବନ୍ଦ
– କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମୃତଦେହକୁ ନଦୀରେ ଫିଙ୍ଗିଲେ, ଭିଡିଓ ଭାଇରାଲ
– କେନ୍ଦ୍ରକୁ କଂଗ୍ରେସର ସମାଲୋଚନା; କହିଲା ମୋଦୀ ସରକାର ଦେଶ ପାଇଁ ହାନିକାରକ
– ରାମଦେବଙ୍କୁ ଡାକ୍ତରଙ୍କ ବିରୋଧ, ଜୁନ ୧କୁ ଦେଶବ୍ୟାପୀ କଳାଦିବସ ପାଳିବେ
– ଏଲୋପାଥି-ଆୟୁର୍ବେଦ ବିବାଦ: ଆମିରଙ୍କ ଭିଡିଓ ଶେୟାର କରି ମେଡିକାଲ ମାଫିଆଙ୍କୁ ଆହ୍ବାନ କଲେ ରାମଦେବ
– ମୁମ୍ବଇ ବାସଭବନରେ ଝୁଲୁଛି ମାଳ ମାଳ ନୋଟିସ ; ଡୋମିନିକା କାରାଗାରରେ ବନ୍ଦୀ ମେହୁଲ ଚୋକ୍ସି
– ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି
– ଗୋପନରେ ବିବାହ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍, ପ୍ରେମିକା କ୍ୟାରୀ ସାଇମଣ୍ଡସ୍ଙ୍କୁ ଜୀବନସାଥୀ କଲେ
ରାଜ୍ୟ ଖବର
-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ
–ଅମ୍ଳଜାନ ସିଲିଣ୍ଡର କଳାବଜାରି ବେଳେ ଚଢାଉ ; ୧୦ ସିଲିଣ୍ଡର ଜବତ
–ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨
– ଆଉ ଆଖି ବୁଜିଲେ ୩୩ ଆକ୍ରାନ୍ତ, ମୋଟ ମୃତ୍ୟୁ ସଂଖ୍ୟା ଟପିଲା ୨୭୦୦
– ବିଦେଶରୁ ଆସିଲା ୧୩୫୦ ଅମ୍ଳଜାନ ସିଲିଣ୍ଡର
Comments are closed.