ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା
-ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
-ଆଗାମୀ ୬ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହେବ ଓ ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି କହିଲେ ଟ୍ରମ୍ପ..
ଯୁଦ୍ଧ ବନ୍ଦ କଲେ ଇସ୍ରାଏଲ-ଇରାନ, ଉଭୟ ଦେଶ ଯୁଦ୍ଧ ବିରତି ପାଇଁ ସହମତ ହେଲେ, କ୍ଷେପଣାସ୍ତ୍ର ମାଡ଼ କରି ଏହା ଶେଷ ଆକ୍ରମଣ ବୋଲି କହିଲା ଇରାନ..
ମହାପ୍ରଭୁଙ୍କ ନୀତିରେ ବଡ ବିଭ୍ରାଟ
ଚୋରି ହୋଇଗଲା ଦଶମୂଳ ମୋଦକ..
ଖୁବ୍ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ହେବେ ଧନୀ, କିଣିବେ ଘର, ଗାଡି, ଜମି..
ଗୋପାଳପୁର ଗଣଦୁଷ୍କର୍ମ ମାମଲା: ଆଜିଠୁ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ CAW..
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରୀ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ
ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ କହିଲେ ମୁଖ୍ୟ ପ୍ରଶାସକ
ଆହୁରି ତଦନ୍ତ କରିବ, ସିସିଟିଭି ଯାଞ୍ଚ କରାଯିବ
ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନମନ୍ତ୍ରୀ..
ଆଠଗଡ; ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା, ବିଜେପି ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ
ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ



