ବହୁତ ଶସ୍ତାରେ ଭିଭୋ ଆଣିଲା ଦମ୍ଦାର୍ ଫିଚର୍ ଥିବା ଏହି ୫ଜି ଫୋନ୍
ନୂଆଦିଲ୍ଲୀ : ଭିଭୋ ଭାରତରେ ୧୦,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଜବରଦସ୍ତ ଫିଚର୍ର ଏକ ୫ଜି ଫୋନ୍ ଲଞ୍ଚ କରିଛି। ଚୀନ୍ କମ୍ପାନୀର ଏହି ଫୋନ୍ ୮ଜିବି ରାମ୍, ୬୦୦୦ଏମ୍ଏଏଚ୍ ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର ସହ ଆସିଛି । ଭିଭୋ ଟି ସିରିଜର ଏହି ଫୋନ୍ ଏହି ବର୍ଷ ଲଞ୍ଚ ହୋଇଥିବା ଭିଭୋ ଟି୪ ୫ଜିର ଏକ ଡାଉନଗ୍ରେଡ୍ ମଡେଲ୍। କମ୍ପାନୀ ଦାବି ଅନୁଯାୟୀ, ଏହା ଏହି ସେଗମେଣ୍ଟରେ ୬୦୦୦ଏମ୍ଏଏଚ୍ ବ୍ୟାଟେରୀ ସହିତ ସବୁଠାରୁ … Continue reading ବହୁତ ଶସ୍ତାରେ ଭିଭୋ ଆଣିଲା ଦମ୍ଦାର୍ ଫିଚର୍ ଥିବା ଏହି ୫ଜି ଫୋନ୍
Copy and paste this URL into your WordPress site to embed
Copy and paste this code into your site to embed