ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ
କାନପୁର : ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଘଟଣାର ଭିଡିଓ ମଧ୍ୟ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । କାନପୁରରେ ଏକ ୱାଟର ପାର୍କରେ ପୁଲ୍ ପାର୍ଟିରେ ଗାଧୋଇବା ସମୟରେ ଜଣେ ୨୪ ବର୍ଷୀୟ ଯୁବକଙ୍କ ବୁଡି ଯାଇ ମୃତ୍ୟୁ ଘଟିଛି । ମାତ୍ର ଦୁଃଖର ବିଷୟରେ ସେଠାରେ ଯୁବକଙ୍କ ଅନ୍ୟ ବନ୍ଧୁମାନେ ଏ ବିଷୟରେ କିଛି ଜାଣି ପାରିନଥିଲେ । ସଭିଏଁ … Continue reading ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ
Copy and paste this URL into your WordPress site to embed
Copy and paste this code into your site to embed