www.samajalive.in
Saturday, December 13, 2025
18.1 C
Bhubaneswar

ବାଇକ୍‍ ଉପରେ ପଡ଼ିଲା ମିକ୍ସଚର ମେସିନ୍‍: ୨ ମୃତ

କୋରାପୁଟ : କୋରାପୁଟ ଜିଲା ଗୋପାଳପୁଟ୍‍ ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଅଘଟଣ ଘଟିଛି। ଗୋଟିଏ ବାଇକ୍‍ ଉପରେ ଏକ ମିକ୍ସଚର ମେସିନ୍‍ ପଡ଼ି ୨ ବାଇକ ଆରେହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଉତ୍ତେଜନା ପ୍ରକାଶ କରି ରାସ୍ତାରୋକ କରିଛନ୍ତି। କୋରାପୁଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛି।

- Advertisement -

ସୂଚନାଯୋଗ୍ୟ, ଟ୍ରକ୍‍ଟି ମିକ୍ସଚର ମେସିନକୁ ବାନ୍ଧି ଉକ୍ତ ରାସ୍ତା ଦେଇ ଯାଉଥିଲା। ମାତ୍ର ହଠାତ୍‍ ମିକ୍ସଚର ମେସିନଟି ଦଉଡ଼ିରୁ ଛିଡ଼ି ରାସ୍ତାରେ ଯାଉଥିବା ୨ ବାଇକ୍‍ ଆରୋହୀଙ୍କ ଉପରେ ପଡ଼ିଥିଲା। ଫଳରେ ମେସିନ୍‍ ତଳେ ଚାପି ହୋଇ ୨ ବାଇକ୍‍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories