www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୨୯ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦ ଜଣ ରହିଥିବା ଜଣାଯାଇଛି। ରାଜ୍ୟର ଅନୁଗୁଳ ଜିଲାରୁ ୪୪, ବାଲେଶ୍ୱର ୯୩, ବରଗଡ ୧୧, ଭଦ୍ରକ ୭୬ ଏବଂ ବଲାଙ୍ଗିରରୁ ୫ ଚିହ୍ନଟ ହୋଇଛନ୍ତି।

 

- Advertisement -

ଏହି ସମୟ ମଧ୍ୟରେ ବଉଦ ଜିଲାରୁ ୨, କଟକ ୧୬୦, ଦେବଗଡ ୯, ଢେଙ୍କାନାଳ ୩୯, ଗଜପତି ୨, ଗଞ୍ଜାମ ୮ ଓ ଜଗତସିଂହପୁର ଜିଲାରୁ ୬୭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ସହିତ ଯାଜପୁର ଜିଲାରୁ ୮୪, ଝାରସୁଗୁଡା ୫, କଳାହାଣ୍ଡି ୫, କନ୍ଧମାଳ ୧୬, କେନ୍ଦ୍ରାପଡା ୪୭ ଏବଂ କେନ୍ଦୁଝରରୁ ୨୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୩୨, କୋରାପୁଟ ୪, ମାଲକାନଗିରି ୫, ମୟୁରଭଞ୍ଜ ୫୩, ନବରଙ୍ଗପୁର ୬, ନୟାଗଡ ୩୮, ନୂଆପଡା ୧୦, ପୁରୀ ୯୬, ରାୟଗଡା ୧୨, ସମ୍ବଲପୁର ୧୪, ସୋନପୁର ୨୨, ସୁନ୍ଦରଗଡ ୨୨ ଏବଂ ଷ୍ଟେଟପୁଲରୁ ୧୧୩ ଚିହ୍ନଟ ହୋଇଥିବା ଜଣାଯାଇଛି।

 

ରାଜ୍ୟରେ ସୋମବାର ଦିନ ୨୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ ୯୪୭୩୮୧ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୧୭୭୪୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ଇତିମଧ୍ୟରେ ଓଡ଼ିଶାରେ ମୋଟ ୧୫୭୧୮୮୯୦ କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories