ଭୁବନେଶ୍ଵର: ସୋମବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁରତ ଫେରନ୍ତା। ଗଞ୍ଜାମ ଜିଲାରେ ଚିହ୍ନଟ ହୋଇଥିବା ୧୨ ଜଣ ଏବଂ କେନ୍ଦ୍ରାପଡ଼ାର ଜଣେ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିଲେ। ନିଜ ଅଞ୍ଚଳକୁ ଫେରିବା ପରେ ସେମାନେ କ୍ବାରେଣ୍ଟାଇନରେ ଥିଲେ। ଅନ୍ୟପଟେ ସୁନ୍ଦରଗଡ଼ର ଆକ୍ରାନ୍ତ ଜଣକ ରାଉରକେଲା ଅଞ୍ଚଳର। ସେ ପୂର୍ବରୁ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି।
Popular Categories



