www.samajalive.in
Monday, December 15, 2025
26.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଦେଶରେ ଆରମ୍ଭ ହେଲା ୫-ଜି ସେବା… ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ଦିଲ୍ଲୀର ପ୍ରଗତି ମଇଦାନରେ ହେଲା ୫-ଜିର ଶୁଭାରମ୍ଭ… ପ୍ରଥମ ପର୍ଯ୍ୟାୟରେ ୧୩ଟି ପ୍ରମୁଖ ସହରବାସୀ ପାଇବେ ସୁବିଧା… ଆଗାମୀ ୨ ବର୍ଷ ମଧ୍ୟରେ ସାରା ଦେଶରେ ଉପଲବ୍ଧ ହେବ ସେବା…

(୨) କେଦାରନାଥରେ ବଡ଼ ଧରଣର ହିମସ୍ଖଳନ… ଆଖି ପିଛୁଳାକେ ମନ୍ଦିର ଯାଏ ମାଡ଼ି ଆସିଲା ବରଫ ପାହାଡ଼… ହିମସ୍ଖଳନରେ ମନ୍ଦିରର ହୋଇନାହିଁ କୌଣସି କ୍ଷତି… ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ଭିଡିଓ…

- Advertisement -

ତୋ ଖୁସିରେ ମୋ ଖୁସି; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

(୩) ପୁରୀ ସମୁଦ୍ରରେ ବୁଡ଼ି ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ… ଗତକାଲି ଗାଧୋଇବା ବେଳେ ଭାସିଯାଇଥିଲେ ଯୁବକ… ବହୁ ଖୋଜାଖୋଜି ପରେ ଉଦ୍ଧାର କଲା ଲାଇଫଗାର୍ଡ… ବାପା  ମା’ଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ସମ୍ରାଟ ମଣ୍ଡଳ…

(୪) ରାଜ୍ୟରେ ୨ଶହ ତଳେ କରୋନା ଆକ୍ରାନ୍ତ ଚିହ୍ନଟ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୧୪୬ ପଜିଟିଭ୍‌… ସୁସ୍ଥ ହେଲେ ୨୦୯ଜଣ ଆକ୍ରାନ୍ତ… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧୩ଜଣ ସଂକ୍ରମିତ… ବର୍ତ୍ତମାନ ରାଜ୍ୟରେ ୧୩୪୩ଜଣ ଆଛନ୍ତି ସକ୍ରିୟ ସଂକ୍ରମିତ…

(୫) ଦେଶରେ ଆଜି ବି ୪ ହଜାର ତଳେ କରୋନା ସଂକ୍ରମିତ ଚିହ୍ନଟ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୩,୮୦୫ ପଜିଟିଭ୍‌… ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ୫,୦୬୯ ସଂକ୍ରମିତ…  ବର୍ତ୍ତମାନ ଦେଶରେ ୩୮,୨୯୩ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା…

(୬) ବର୍ଷାରେ ଭିଜିପାରେ ପୂଜା ବଜାର… ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା… ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବଢ଼ିବ ବର୍ଷାର ପରିମାଣ… ୪ରୁ ୬ ତାରିଖ ଯାଏଁ ହେବ ପ୍ରବଳ ବର୍ଷା… ଏନେଇ ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର…

(୭) ଥମୁନି ରୁଷ୍-ୟୁକ୍ରେନ୍ ଯୁଦ୍ଧ… ରୁଷର ଆକ୍ରମଣରେ ୟୁକ୍ରେନର ୨୫ଜଣଙ୍କ ମୃତ୍ୟୁ… ୟୁକ୍ରେନର ଜାପୋରିଝଝିଆରେ ରକେଟ୍ ଓ ମିଜାଇଲ୍ ମାଡ଼ କଲା ରୁଷିଆ… ଗତକାଲି ଜେଲେନସ୍କିଙ୍କ ୪ ସହରକୁ କବଜା କରିଛନ୍ତି ପୁଟିନ୍… ଡୋନେସ୍କ, ଲୁହାନ୍ସ, ଖେରସୋନ ଓ ଜାପୋରିଝାଝିଆକୁ କରିଛି ରୁଷ୍ ଭୂଖଣ୍ଡର ଅନ୍ତର୍ଭୁକ୍ତ…

(୮) କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ… ନିୟମର କଲେନି ଉଲ୍ଲଂଘନ… ରାଜସ୍ଥାନର ଆବରୋଧରେ ଉଦ୍‌ବୋଧନ ଦେଲେନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ରାତି ୧୦ଟା ପରେ ଲାଉଡସ୍ପିକର ଉପରେ ଥିଲା କଟକଣା… ବିଳମ୍ବରେ ପହଞ୍ଚିଥିବାରୁ ମୁଣ୍ଡ ନୁଆଁଇ କଲେ କ୍ଷମା ପ୍ରାର୍ଥନା…

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories