ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ CDS ଓ ୩ ସେନା ମୁଖ୍ୟ..
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର. ଗବାଇ..
ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ପାରାଦ୍ୱୀପ ବନ୍ଦରରେ ଲାଗିଥିବା ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା..
୨୧ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା ପରେ ସୁରକ୍ଷା କଡାକଡି..
ମେରାଇନ୍ ପୁଲିସ, ସିଆଇଏସଏଫ , କଷ୍ଟମ ବିଭାଗକୁ ଅବଗତ କଲା..
ସୋର: ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରୁ ଲୁଟ୍..
ମଲ୍ଲିପୁର ଗାଁରେ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଲୁଟ୍..
ମହାଚଳନ ; ଶୁକ୍ର କରିବେ ଏହି ରାଶିଙ୍କୁ ମାଲାମାଲ୍, ହଠାତ୍ ହେବେ ଧନୀ, ହେବ ବିବାହ, କିଣିବେ ଘର, ଗାଡି..
ଘରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ୫ଲକ୍ଷର ସୁନା ଗହଣା ଲୁଟ୍ ଅଭିଯୋଗ..
ଅପରେସନ୍ ସିନ୍ଦୂର ପାଇଁ ପରାକ୍ରମ ଶୋଭାଯାତ୍ରା..
ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ..
ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ ସ’ଙ୍କୁ ୨୦ ଦିନ ପରେ ଛାଡ଼ିଲା ପାକିସ୍ତାନ, ଭୁଲ୍ବଶତଃ ସୀମା ପାର୍ କରିଥିବାରୁ ଅଟକ ରଖିଥିଲା ପାକିସ୍ତାନ..
ଶିଶୁପୁତ୍ରକୁ ଅପହରଣ କଲା ଧରମ ମାମୁଁ, ସାଲିଆସାହିରୁ ଉଦ୍ଧାର କଲା ପୁଲିସ୍..



