www.samajalive.in
Thursday, December 11, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାଜ୍ୟରେ ଅକ୍ଟୋବର ମାସରୁ ଆରମ୍ଭ ହେବ ବାଘ ଗଣନା..

ଫୁଲବାଣୀ : ଲଗାଣ ବର୍ଷାରେ ଗାଡିପଦର ଠାରେ ଧୋଇଗଲା ପୋଲ..

- Advertisement -

ପୋଲ ଧୋଇଯିବାରୁ ୧୦ ରୁ ଅଧିକ ଗାଁ ବାହ୍ୟ ଜଗତରୁ ହୋଇ ଯାଇଛି ବିଚ୍ଛିନ୍ନ..

ମହାରାଷ୍ଟ୍ରର ବୁଲଧାଣା ଜିଲାରେ ବଡ ଧରଣର ସଡକ ଦୁର୍ଘଟଣା ..

୬ ମୃତ, ୨୧ ଆହତ..

ଆଜି ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ..

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ : ଭୂକମ୍ପର ତୀବ୍ରତା ୬.୦..

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍‌‌ ଘୋଷଣା..

ଜାରି ହେଲା ବିଜେପି କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା..

୩୮ ଜଣିଆ ନୂଆ ଟିମ୍‌‌ ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା..

ବୈଜୟନ୍ତ ପଣ୍ଡା ହେଲେ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ..

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ୧୩ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି..

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories