www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ମର୍ମନ୍ତୁଦ ଦୁର୍ଘଟଣା..

ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ଦୁଇ ଦଣ୍ଡୁଆ ମୃତ, ୧୫ ଗୁରୁତର..

- Advertisement -

ରାଜ୍ୟରେ ଅସମ୍ଭାଳ ତାତି..

ଶୁକ୍ରବାର ଭୁବନେଶ୍ବର ପାଲଟିଥିଲା ଏସିଆର ୬ଷ୍ଠ ଉତ୍ତପ୍ତ ସହର, ଆଜି ପାଇଁ ୧୪ ଜିଲ୍ଲାକୁ ହିଟ ୱେଭ୍ ୱାର୍ଣ୍ଣିଂ..

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ପରାଜୟ : ଦିଲ୍ଲୀ ପରେ ହାଇଦ୍ରାବାଦଠାରୁ ୬ ୱିକେଟରେ ପରାଜୟ..

ଋତୁରାଜଙ୍କ ଟିମ୍ , ଆଜି ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର୍ ଟକ୍କର..

ଆଜି ବାରୁଣୀ ସ୍ନାନ : ଯାଜପୁର ବୈତରଣୀ ଦଶାଶ୍ୱମେଧ ଘାଟରେ ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ..

ସୁରକ୍ଷା ବ୍ୟବସ୍ଥା କଡାକଡି..

ଯାଜପୁର ସଦର ଥାନା ବରୁହାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟିପ୍ପର ଧକ୍କାରେ ବାଇକ ଆରୋହୀ ବାପପୁଅ ମୃତ..

ବୌଦ୍ଧ ପୁରୁଣା କଟକ ଲୁଣିବାହାଲ ନିକଟରେ ଟ୍ରକରେ ଚାପି ହୋଇଗଲେ ବାପାଙ୍କ ସହ ଦୁଇ ପୁଅ..

ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି..

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ପାଣ୍ଡିଆ ତନ୍ଦରା ସାହିରେ ବିଭତ୍ସ ହତ୍ୟାକାଣ୍ଡ..

ଘରେ ଶୋଇଥିବା ବେଳେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା..

ଛତିଶଗଡ ବିଜାପୁରରେ ୩ ମାଓବାଦୀ ମୃତ..

ସୂଚନା ଦେଲେ ବିଜାପୁର ଜିଲା ଏସପି ଜିତେନ୍ଦ୍ର ଯାଦବ..

ବିପୁଳ ପରିମାଣର ବିସ୍ଫୋରକ ଜବତ..

ଆସନ୍ତା ୨୪ ଘଣ୍ଟା ଯାଏଁ କିଛି ସ୍ଥାନରେ ଜାରି ରହିବ ହିଟୱେଭ୍ ..

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା..

ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାବହ ଅଗ୍ନିକାଣ୍ଡ.. କାରଣ ଅସ୍ପଷ୍ଟ..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories