ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩,୬୧୧ ନୂଆ ସଂକ୍ରମିତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୨୩୨ରେ ପହଞ୍ଚିଛି..
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ପରିଦର୍ଶନ ..
ଆଜି ବୁଦ୍ଧ ପୂର୍ଣ୍ଣିମା : ଗୌତମ ବୁଦ୍ଧଙ୍କ ଜନ୍ମ, ବୁଦ୍ଧତ୍ବ ପ୍ରାପ୍ତ ଓ ଆଜିର ଦିନରେ ମଧ୍ୟ ନିର୍ବାଣ ପ୍ରାପ୍ତ ହୋଇଥିଲେ..
ସୋରରେ ଆଜି ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ,୨ ଗୁରୁତର..
ଆଇପିଏଲରେ ଆଜି ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା..
ଭୁବନେଶ୍ୱର : ସମଲିଙ୍ଗୀ ବିବାହକୁ ଜଗତଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ବିରୋଧ.. ଏହା ଭ୍ରଷ୍ଟାଚାର.. ମାନସିକ ବିକୃତି..
ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ସ୍ଵୀକୃତି ନଦେବାକୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ..ସମଲିଙ୍ଗୀ ବିବାହ ଶାସ୍ତ୍ର ସମ୍ମତ ନୁହେଁ..



