www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଦିନକରେ ସୁନ୍ଦରଗଡ ଜିଲାରେ ୧୪ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ..

ଅଂଶୁଘାତ ଜନିତ ମୃତ୍ୟୁ ନେଇ ସନ୍ଦେହ..

- Advertisement -

ରାଉରକେଲାରେ ୧୦ ଓ ସୁନ୍ଦରଗଡ ହସ୍ପିଟାଲରେ ୪ଜଣଙ୍କ ମୃତ୍ୟୁ..

୩୫ ଦିନ ପରେ ଗିରଫ ହେଲେ ଜେଡିଏସ୍‌‌ ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ୱଳ ରେଭାନ୍ନା..

ବିଳମ୍ବିତ ରାତିରେ ଜର୍ମାନୀରୁ ବାଙ୍ଗାଲୁରୁ ଫେରିବା ବେଳେ ଗିରଫ କଲା ଏସଆଇଟି ଟିମ୍‌‌..

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ..

୬ ଜୁନ ଶନି ଜୟନ୍ତୀ : ମେଷ ଠାରୁ ମୀନ ବାସ୍ ଏହି ଜିନିଷ ଦାନ କରନ୍ତୁ, କେମିତି ଚମକିବ ଭାଗ୍ୟ, ହେବ ଚମତ୍କାର..

ଦେଶରେ ୫୭ଆସନରେ ହେବ ଭୋଟ ଗ୍ରହଣ..

ରାଜ୍ୟରେ ୬ଲୋକସଭା ଓ ୪୨ଟି ବିଧାନସଭା ଆସନରେ ହେବ ମତଦାନ..

ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ୨୩୭ ଜଣଙ୍କ ମୃତ୍ୟୁ..

ଉତ୍ତରପ୍ରଦେଶରେ ସର୍ବାଧିକ ୧୬୪ ଓ ବିହାରରେ ୭୩ ଜଣ ପ୍ରାଣ ହରାଇଥିବା ସୂଚନା..

ପ୍ରଶାନ୍ତ ଜଗଦ୍ଦେବ ଜାମିନ ମାମଲା..

ଖୋର୍ଦ୍ଧା ଅତିରିକ୍ତ କୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ..

ପୁରୀ ବାଣ ବିସ୍ଫୋରଣ ଘଟଣା, ଆଉ ଜଣେ ମୃତ..

ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ଏସଆରସିଙ୍କ ସୂଚନା..

ବିଭିନ୍ନ ମେଡିକାଲରେ ୨୬ଜଣ ଆହତଙ୍କ ଚାଲିଛି ଚିକିତ୍ସା..

ଏଠି ଚାକିରିରେ ଦରମା ମିଳିବ ୧.୨୫ କୋଟି ଟଙ୍କା ; ତଥାପି ମିଳୁ ନାହାଁନ୍ତି କର୍ମଚାରୀ, ଜାଣନ୍ତୁ କାରଣ..

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories