ଏଠି ଚାକିରିରେ ଦରମା ମିଳିବ ୧.୨୫ କୋଟି ଟଙ୍କା ; ତଥାପି ମିଳୁ ନାହାଁନ୍ତି କର୍ମଚାରୀ, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ଆପଣ ନିଶ୍ଚିତ ଅନେକ ଭଲ ଚାକିରି ବିଷୟରେ ଶୁଣିଥିବେ। ଏଭଳି କେତେକ ଚାକିରି ରହିଛି, ଯାହାର ଦରମା କଳ୍ପନା କରିବା ଅସମ୍ଭବ। ମାତ୍ର ଏଭଳି କେତେକ ଚାକିରି ରହିଛି, ଯେଉଁଠାରେ କାମ କମ୍ ମାତ୍ର ଦରମା ଖୁବ୍ ଅଧିକ। ଆପଣଙ୍କୁ ଯଦି କେହି ପ୍ରଶ୍ନ କରେ ଘରେ ସହାୟକ ଭାବେ କାମ କଲେ ଦରମା କେତେ, ତେବେ ଅଧିକରୁ ଅଧିକ ନିଶ୍ଚୟ ଉତ୍ତର ଦେବେ ୫୦ ରୁ ୬୦ ହଜାର କିମ୍ବା ୧ଲକ୍ଷ। ମାତ୍ର … Continue reading ଏଠି ଚାକିରିରେ ଦରମା ମିଳିବ ୧.୨୫ କୋଟି ଟଙ୍କା ; ତଥାପି ମିଳୁ ନାହାଁନ୍ତି କର୍ମଚାରୀ, ଜାଣନ୍ତୁ କାରଣ..