ଚଳନ୍ତା ଟ୍ରେନରେ କନଷ୍ଟେବଳଙ୍କ ଗୁଳି ମାଡ଼ : ୪ ମୃତ; ଆର୍ପିଏଫ୍ ଯବାନ ଚେତନ ଗିରଫ..
ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜାରେ ଅଘଟଣ : ନିର୍ମାଣାଧୀନ କଲଭର୍ଟ (ପୋଲ) ଭୁଷୁଡ଼ି ୫ ମୃତ..
ହାଇକୋର୍ଟରେ ଏଏସ୍ଓ ଚୟନ ଅନିୟମିତତା ମାମଲା .. ହାଇକୋର୍ଟଙ୍କ ପୁନଃରାୟ କାଏମ..
ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ୍ ଖାରଜ ..
ପୂର୍ବ ରାୟର ପୁନଃବିଚାର ପାଇଁ ପାଇଁ ଦାୟର ହୋଇଥିଲା ପିଟିସନ..
ପିଟିସନ ଖାରଜ ସହ ପୂର୍ବ ରାୟକୁ କାଏମ ରଖିଲେ ହାଇକୋର୍ଟ..
ପୂର୍ବରୁ ଓପିଏସ୍ସି ଦ୍ବାରା ପ୍ରକାଶପାଇଥିବା ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ..
ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ..
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି..
ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ବିସ୍ତୃତ ବର୍ଷା ..
କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା..
ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ..



