ଏଏସ୍ଓ ଚୟନ ଅନିୟମିତତା ମାମଲା : ହାଇକୋର୍ଟଙ୍କ ପୂର୍ବ ରାୟ କାଏମ
କଟକ : ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ପୂର୍ବରାୟ କାଏମ ରହିଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ୍ ଖାରଜ କରିଦେଇଛନ୍ତି । ତେବେ ପୂର୍ବ ରାୟର ପୁନଃବିଚାର ପାଇଁ ପାଇଁ ଦାୟର ହୋଇଥିଲା ପିଟିସନ। ପିଟିସନ ଖାରଜ ସହ ପୂର୍ବ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ପ୍ରକାଶ ଯେ, ପୂର୍ବରୁ ଓପିଏସ୍ସି ଦ୍ବାରା ପ୍ରକାଶପାଇଥିବା ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଥିଲେ।
Comments are closed.