www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି : ମଧ୍ୟମଧରଣର ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ..

ଲଘୁଚାପ ପ୍ରଭାବ: ବର୍ଷା ଯୋଗୁଁ ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ..

- Advertisement -

ହେଜବୋଲ୍ଲାକୁ ସମାପ୍ତ କରିବାକୁ ଇସ୍ରାଏଲର ବଡ଼ ପଦକ୍ଷେପ, ଲେବାନନରେ ପଶି ହେଜବୋଲ୍ଲାକୁ ନିପାତ କରିବାକୁ ଯୋଜନା କରିଛି ଇସ୍ରାଏଲ ସେନା..

ଅକ୍ଟୋବର ମାସର ଭାଗ୍ୟଶାଳୀ ରାଶି ; ମା’ଲକ୍ଷ୍ମୀ ଚମକାଇବେ ଏମାନଙ୍କ ଭାଗ୍ୟ, ମିଳିବ ଧନ, ହେବ ବିବାହ..

ସୁନ୍ଦରଗଡ଼: ବଣାଇ ରେଞ୍ଜ ଅଞ୍ଚଳରେ ଉତ୍ପାତ କଲା ଗୋଠଛଡ଼ା ଦନ୍ତା, ତଳିଗାଁରେ ବ୍ୟାପକ ଫସଲ ନଷ୍ଟ କରିବା ସହିତ ନଳକୂପ ଭାଙ୍ଗିଲା..

ବାରିପଦା: ଘରେ ଶୋଇଥିବା ବେଳେ ମହିଳାଙ୍କୁ କଚାଡି ମାରିଲା ଦନ୍ତା..

ବେତନଟୀ ଥାନା ରାଧିକା ଷୋଳ ଗାଁରେ ଦନ୍ତା ହାତୀର ଉତ୍ପାତ..

୪ଟି ଘର ଭାଙ୍ଗିବା ସହ ଆତଙ୍କ ଖେଳାଇଛନ୍ତି ଦନ୍ତା ହାତୀ..

ଭିଡିଓରେ ଦେଖନ୍ତୁ ; ଦିନ ଦ୍ୱିପ୍ରହରରେ କେମିତି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌..

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ଆଲୋଚନା..

କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ବରେ ଜମିଲା ୧ ଫୁଟର ପାଣି, ଲଗାଣ ବର୍ଷା ପରେ ପାଣି ଜମିଥିବାରୁ ହନ୍ତସନ୍ତ ପର୍ଯ୍ୟଟକ, ପମ୍ପ ସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି..

ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ପରେ ଆଜି ବି ଆନ୍ଦୋଳନକୁ ଓହ୍ଲାଇବେ ନର୍ସ: ଏସମା ଲାଗୁ ସତ୍ବେ ୧୦ ଦଫା ଦାବିରେ କରିଛନ୍ତି କାର୍ଯ୍ୟବନ୍ଦ, ଦାବି ପୂରଣ ନହେଲେ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ ଚେତାବନୀ..

ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ: ଗୋଟିଏ ବୋଟ୍‌କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍ , ଅଚଳ ବୋଟ୍‌କୁ ଟାଣି ଟାଣି ଆଣୁଥିବାବେଳେ ଛିଣ୍ଡିଲା ଦଉଡି, ଦଉଡି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍, ଫସିଥିବା ଦୁଇଟି ବୋଟକୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡର ଉଦ୍ୟମ ଜାରି..

ପାଣିରେ ଉବୁଟୁବୁ ମାୟାନଗରୀ: ସ୍କୁଲ କଲେଜ ବନ୍ଦ, ରେଳ ଓ ବିମାନ ସେବା ପ୍ରଭାବିତ..

ଦେଖନ୍ତୁ ଭିଡିଓ ; ବିଲେଇ-ସାପର ଲଢେଇ, କିଏ ଜିତିଲା..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories