ଦେଖନ୍ତୁ ଭିଡିଓ ; ବିଲେଇ-ସାପର ଲଢେଇ, କିଏ ଜିତିଲା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଲେଇ ଓ ସାପର ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଥରେ ନୁହେଁ ବରଂ ବାରମ୍ବାର ଦେଖିବେ । ଭିଡିଓରେ ବିଲେଇ ଓ ସାପ ମଧ୍ୟରେ ହେଉଥିବା ଲଢେଇକୁ ଦେଖି ପାରିବେ । ସାପକୁ ଦେଖି ଭୟଭୀତ ହେବା ସାଧାରଣ କଥା । ମାତ୍ର ଏହି ଭିଡିଓଟି ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଭିଡିଓର ଆରମ୍ଭରେ ଦେଖିପାରିବେ,ଏକ ବିଷାକ୍ତ ସାପ ଧିରେ ଧିରେ ବିଲେଇ ନିକଟକୁ ଆସୁଛି । … Continue reading ଦେଖନ୍ତୁ ଭିଡିଓ ; ବିଲେଇ-ସାପର ଲଢେଇ, କିଏ ଜିତିଲା..