www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି, ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା..

ରାଜ୍ୟରେ ଖସୁଛି ପାରଦ,ବଢ଼ୁଛି ଶୀତ: କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୱାର୍ଣ୍ଣିଂଜାରି..

- Advertisement -

ଆଜି ଆସିବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ଫଳାଫଳ, ଦୁଇ ରାଜ୍ୟର ରେଜଲ୍ଟ ଉପରେ ସାରା ଦେଶର ନଜର..

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ
ଉଭୟ ରାଜ୍ୟରେ ଏନଡିଏ ଆଗୁଆ..

ମକର ରାଶିରେ ଚଳନ କରିବେ ଶୁକ୍ର; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ.. 

ମହାରାଷ୍ଟ୍ରରେ ଏନଡିଏ ନେତୃତ୍ଵାଧୀନ ମହାୟୁତି ୫୯ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ନେତୃତ୍ଵାଧୀନ ମହା ଅଘାଡ଼ି ବିକାଶ ୧୪ ଆସନରେ ଅଗୁଆ..

ଝାଡ଼ଖଣ୍ଡରେ ଏନଡିଏ ୨୮ ଆସନରେ ଆଗୁଆ ଥିବାବେଳେ ଇଣ୍ଡିଆ ବ୍ଲକ ୧୧ ଆସନରେ ଅଗୁଆ..

ଝାରସୁଗୁଡା ବେହେରାପାଟସ୍ଥିତ ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି , ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ସନ୍ଦେହ..

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

କଟକ: ତ୍ରିଶୁଳିଆ ବ୍ରିଜ୍ ଉପରେ ଜଳିଗଲା ବ୍ୟାଟେରୀ ଗାଡି , ସ୍କୁଟିରେ ଯାଉଥିବାବେଳେ ହଠାତ୍ ଲାଗିଗଲା ନିଆଁ , ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ..

ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲରେ ୨ଟି ମାଓବାଦୀ ଶିବିର ଠାବ, ଡିଭିଏଫ ଏବଂ ଏସଓଜି ଯବାନଙ୍କ ମିଳିତ କୋମ୍ବିଂ ଅପରେସନ ବେଳେ ଠାବ ହେଲା ଶିବିର, ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ..

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟ ଗଣତି ଜାରି
ମହାରାଷ୍ଟ୍ରରେ ଏନଡିଏ ଆଗୁଆ, ଏନଡିଏ ନେତୃତ୍ଵାଧୀନ ମହାୟୁତି ୧୭୪ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ନେତୃତ୍ଵାଧୀନ ମହା ବିକାଶ ଅଘାଡ଼ି ୯୨ ଆସନରେ ଅଗୁଆ..

ଝାଡ଼ଖଣ୍ଡରେ ଏନଡିଏ ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର
ବିଜେପି ନେତୃତ୍ଵାଧୀନ ଏନଡିଏ ୪୦ ଆସନରେ ଆଗୁଆ ଥିବାବେଳେ ଜେଏମଏମ ୩୭ ଆସନରେ ଅଗୁଆ..

ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା..

ପର୍ଥ ଟେଷ୍ଟ: ଘରୋଇ ଅଷ୍ଟ୍ରେଲିଆ ଟିମ ପ୍ରଥମ ପାଳିରେ ୧୦୪ ରନରେ ଅଲଆଉଟ, ପ୍ରଥମ ଇନିଂସରେ ୪୬ ରନରେ ଆଗୁଆ ଟିମ ଇଣ୍ଡିଆ, ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନ ସଂଗ୍ରହ କରିଥିଲା, ଯଶପ୍ରୀତ ବୁମରାଙ୍କୁ ୫ ଉଇକେଟ..

ଯାଜପୁର : ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କଲା ଯାଜପୁର ଟାଉନ୍ ଥାନା ପୁଲିସ୍ , ଗିରଫ କରି ଏସଡିଜେଏମଙ୍କ ବାସଭବନକୁ ଆଣିଲା ପୁଲିସ୍..

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories