ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା..
ଭୁବନେଶ୍ୱର : ‘ସୁଭଦ୍ରା’ରୁ ବାଦ ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ ରବିବାର ଅର୍ଥାତ୍ ନଭେମ୍ବର ୨୪ ତାରିଖରେ ମିଳିବ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡିଛନ୍ତି । ବ୍ଲକ୍ ସ୍ତରକୁ ରିପୋର୍ଟ ଯାଇଛି, ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ। ୫ ଲକ୍ଷ ମିସ୍ ମ୍ୟାଚ୍ ଆବେଦନର ସମାଧାନ ହୋଇ ନାହିଁ … Continue reading ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା..
Copy and paste this URL into your WordPress site to embed
Copy and paste this code into your site to embed