www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ପାଇଁ ୩ ଜଣିଆ କମିଟି: ଅଧିକ ଅଫିସର ମାଗିଲା ମନ୍ଦିର ପ୍ରଶାସନ..

ଆଜି ୪ ଘଣ୍ଟା ପାଇଁ ବାଲେଶ୍ୱରରେ କର୍ଫ୍ୟୁ କୋହଳ..

- Advertisement -

ଘରୁ ବାହାରି ପୂର୍ବାହ୍ନ ୧୧ଟା ମଧ୍ୟରେ ଲୋକେ କିଣିପାରିବେ ଆବଶ୍ୟକ ଜିନିଷପତ୍ର..

ତାମିଲନାଡୁରେ ବିଷାକ୍ତ ମଦ ପିଇ ୨୫ ମୃତ, ୬୦ରୁ ଅଧିକ ଲୋକ ଗୁରୁତର..

୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..

ବିଧାନସଭା ଗୃହକୁ ପ୍ରବେଶ କରିବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଦେଖି ପଚାରିଲେ ‘ ଆପଣ ମାନେ ଭଲ ଅଛନ୍ତି ‘ ..

ରଦ୍ଦ ହେଲା ୟୁଜିସି-ନେଟ୍ ପରୀକ୍ଷା : ଏକ୍ଜାମରେ ସ୍ଵଚ୍ଛତା ନେଇ ସନ୍ଦେହ ପରେ ଶିକ୍ଷା ମନ୍ତ୍ରାଳୟର ବଡ ପଦକ୍ଷେପ..

ମଙ୍ଗଳବାର ବିଭିନ୍ନ ସହରରେ ଆୟୋଜିତ ହୋଇଥିଲା ପରୀକ୍ଷା , ଘୋଟାଲା ନେଇ ସୂଚନା ପରେ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର..

ଟି-୨୦ ବିଶ୍ଵକପର ସୁପର ୮ ରାଉଣ୍ଡରେ ଆଜି ଭାରତ-ଆଫଗାନିସ୍ତାନ ଲଢେଇ, ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ଆଫଗାନ ସ୍ପିନ୍, ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି ଜଣେ ସ୍ପିନର..

ରାଜଧାନୀରେ ଆୟତ୍ତ ହେଲା ଆପାର୍ଟମେଣ୍ଟ ନିଆଁ, ସମସ୍ତେ ସୁରକ୍ଷିତ ଉଦ୍ଧାର..

ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ..

ରଣପୁର ବିଧାୟିକା ସୁରମା ପାଢୀ..

ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories