www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ,  ରୁକ୍ମିଣୀ ବିବାହ..

ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେବ..

- Advertisement -

ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୦୦ ଟିକା ଠାରୁ ସନ୍ଧ୍ୟା ଘ.୫.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ..

ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣା, ଜିଲାରେ ଉତ୍ତେଜନା..

ପୁରା ଅଞ୍ଚଳରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌‌ ବନ୍ଦ..

ଘରୁ ନବାହାରିବାକୁ ଲୋକଙ୍କୁ ପୁଲିସର ଅପିଲ୍‌‌..

ଆଜିଠୁ ଖୋଲୁଛି ସ୍କୁଲ..

ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛାଡିଲେ ରାଜ୍ୟ ସରକାର..

୧୦ ଜିଲାରେ ୨୦ ତାରିଖ ଯାଏ ସ୍କୁଲ ବନ୍ଦ, କେତେକ ସ୍ଥାନରେ ସକାଳୁଆ ସ୍କୁଲ..

ଆଜି ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ..

ବାଣ୍ଟିବେ ପିଏମ କିଷାନ ଟଙ୍କା, ବରଗଡରେ କରିବେ ରୋଡ ଶୋ’..

ଚଳଚଞ୍ଚଳ ବିଧାନସଭା: ଆଜି ଓ କାଲି ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ..

ବିଧାନସଭାରେ ନବ ନିର୍ବାଚିତ ବିଧାୟକଙ୍କ ଶପଥପାଠ..

ପ୍ରଥମେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି..

ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ..

ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..

ବିଧାୟକ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ, ବିଧାନସଭାରେ ଶପଥପାଠ କରାଇଲେ କାମଚଳା ବାଚସ୍ପତି..

ଉପକୂଳବର୍ତ୍ତୀ ଜିଲ୍ଲାରେ ୩ଦିନ ଯାଏଁ ଜାରି ରହିବ ପ୍ରବଳ ଗୁଳୁଗୁଳି..

ପାଣିପାଗ ବିଭାଗର ପୂର୍ବାନୁମାନ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଆଶ୍ଵସ୍ତି ଆଣିପାରେ ବର୍ଷା..

ଦୁଇ ଜିଲ୍ଲାକୁ ନାକେଦମ୍ କଲେଣି କରଞ୍ଜିଆରେ ଥିବା ୨୭ଟିକିଆ ହାତୀ ପଲ: ବ୍ୟାପକ ଫସଲ ନଷ୍ଟ ଅଭିଯୋଗ..

ବରଗଡରେ ଅଘଟଣ: ଶୋଇଥିବାବେଳେ ୩ଜଣଙ୍କୁ ଦଳିଦେଲା ଦନ୍ତା..

ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ମାଆ, ଝିଅଙ୍କୁ ଆକ୍ରମଣ ଘଟଣା: ଝିଅ ମୃତ, ମାଆଙ୍କ ଅବସ୍ଥା ଗୁରୁତର..

ପ୍ରଥମେ ବାପା, ମାଆ ତା’ପରେ ପୁଅ, ଓଦା ଲୁଗା ଶୁଖାଇ ଏକା ସହ ଚାଲିଗଲା ୩ ଜୀବନ..

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories