ପ୍ରଥମେ ବାପା, ମାଆ ତା’ପରେ ପୁଅ, ଓଦା ଲୁଗା ଶୁଖାଇ ଏକା ସହ ଚାଲିଗଲା ୩ ଜୀବନ..

ନୂଆଦିଲ୍ଲୀ : ଏକ ହୃଦୟବିଦାରକ ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ନିଜର ଓଦା ବସ୍ତ୍ର ତାରରେ ଶୁଖାଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗି ଥିଲା। ତା’ରେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ତାଙ୍କ ପତ୍ନୀ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ବାପା-ମାଆଙ୍କର ଏପରି ଅବସ୍ଥା ଦେଖି ପୁଅ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ ଆସି ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି … Continue reading ପ୍ରଥମେ ବାପା, ମାଆ ତା’ପରେ ପୁଅ, ଓଦା ଲୁଗା ଶୁଖାଇ ଏକା ସହ ଚାଲିଗଲା ୩ ଜୀବନ..