ଭୁବନେଶ୍ୱର : ଇଞ୍ଜିନିୟର ଶ୍ୱେତାଙ୍କ ମୃତ୍ୟୁ ମାମଲା.. ପୁରୁଷ ବନ୍ଧୁ ସୌମ୍ୟଜିତ୍ଙ୍କୁ ଗିରଫ କଲା ଚନ୍ଦ୍ରଶେଖର ଥାନା ପୁଲିସ.. ସମ୍ବଲପୁର ବଂଶୀଧରନଗର ସ୍ଥିତ ଘରୁ କରାଗଲା ଗିରଫ
ନୂଆପଡା : ଟ୍ରକ ଧକ୍କାରେ ୨ ବାଇକ୍ ଆରେହୀ ମୃତ.. ଲଖନା ଥାନା କୁଶଦହନା ଗାଁ ନିକଟରେ ଦୁର୍ଘଟଣା..
ଖଲ୍ଲିକୋଟ : ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର.. ଛତ୍ରପୁର ଥାନା ବିପୁଳିଙ୍ଗ ଗାଁ ବଡଦାଣ୍ଡ ସାହିରେ ହତ୍ୟାକାଣ୍ଡ.. ହତ୍ୟାର କାରଣ ଅସ୍ପଷ୍ଟ.. ପୁଲିସ ତଦନ୍ତ ଆରମ୍ଭ..
ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ଧସ୍ତାଧସ୍ତି .. ପୁଲିସ ୨୫ ଜଣଙ୍କୁ ଉଠାଇ ନେବା ପରେ ୧୫ଜଣଙ୍କୁ ଗିରଫ କରିଛି.. ବେହିସାବ ସମ୍ପତ୍ତି ମାମଲାରେ ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜାମିନ ଆବେଦନ ଖାରଜ..
ନୂଆପଡ଼ା ଜିଲା ସିନାପାଲି ବ୍ଳକର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ୟୁନେସ୍କୋ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ୨୦୨୩ ପାଇଁ ମନୋନୀତ.. ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କଠାରୁ ଡ. ମିଶ୍ର ଚଳିତ ମାସ ୨୧ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ମେଗା ଜାତୀୟ ଆଦିବାସୀ ମହୋତ୍ସବ–ଆଦି ମହୋତ୍ସବ ଉଦଘାଟନ କଲେ , ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଏକ ହଜାର ଆଦିବାସୀ କଳାକାର ଏଥିରେ ଅଂଶଗ୍ରହଣ କରିଛନ୍ତି ..
ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଭୋଟ ଗ୍ରହଣ.. ରାଜ୍ୟର ୬୦ଟି ଆସନ ପାଇଁ ହେବ ମତଦାନ .. ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ..



