ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ-୨୦୨୩ର ଉଦ୍‌‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ, ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିବେ.. କେନ୍ଦୁଝର ମେଡ଼ିକାଲ କଲେଜ ଓ ହସ୍ପିଟାଲର ମଧ୍ୟ ଲୋକାର୍ପଣ ହେବା କାର୍ଯ୍ୟକ୍ରମ ରହିଛି..

ପୁଣି ଅଭିଯୁକ୍ତ ଗୋପାଳକୁ କୋର୍ଟରେ ହଜାର କରାଗଲା.. ଝାରସୁଗୁଡା ଜେଏମଏଫ କୋର୍ଟରେ କରାଗଲା ହାଜର.. ୧୬୪ ବୟାନ ରେକର୍ଡ ପାଇଁ ହଜାର କରାଯାଇଥିବା ନେଇ ସୂଚନା..

ତୁର୍କୀ ଓ ସିରିଆରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବା ନେଇ ଜାତିସଂଘ ରିଲିଫ ସଂସ୍ଥାର ଆକଳନ..

 

Comments are closed.