www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ‘ଲକ୍ଷ୍ମୀ’ ଯୋଜନାର କରିବେ ଶୁଭାରମ୍ଭ..

ବଲାଙ୍ଗୀର : ମିଶନ ଶକ୍ତି ବିପିସିଙ୍କୁ ଆକ୍ରମଣ ଘଟଣାରେ ୫ ଅଟକ..

- Advertisement -

ବାଲେଶ୍ୱର : ଘର ଦ୍ୱାର ମୁହଁ ନିକଟରେ ଝିଅର ଝୁଲନ୍ତା ମୃତଦେହ..

ଉଦଳା ଥାନା ଭାଲୁହୁରୁଡା ଗାଁରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ..

ବ୍ରହ୍ମପୁର : ଗୋଷାଣୀନୂଆଗାଁ ଥାନା ନୀଳକଣ୍ଠନଗରରେ ମହିଳାଙ୍କୁ ହତ୍ୟା..

ଘରକୁ ଫେରୁଥିବା ବେଳେ ପଛପଟୁ ମୁଣ୍ଡକୁ ପିଟିପିଟି ହତ୍ୟା..

ମୃତ ମହିଳା ସୌଦାମିନୀ ଶିଶୁ କଲ୍ୟାଣ ସମିତି ସଦସ୍ୟ ଥିବା ସୂଚନା..

ମହିଳାଙ୍କ ଡ୍ରାଇଭରକୁ ଅଟକ ରଖି ପୁଲିସ କରୁଛି ପଚରାଉଚରା..

କଟକ : ଛତ୍ରବଜାରରେ ସିଏମସି ଏନ୍‌‌ଫୋର୍ସମେଣ୍ଟ ଟିମ୍‌‌ର ପିଣ୍ଡି ଆବଣ୍ଟନ ବିବାଦକୁ ନେଇ କରୁଛି ଯାଞ୍ଚ..

ଇସ୍ରାଏଲ-ହମାସ ଭୟଙ୍କର ଯୁଦ୍ଧ ;  ଏପର୍ଯ୍ୟନ୍ତ ୨୪୦୦ ରୁ ଅଧିକ ମୃତ୍ୟୁ ; ଗାଜା ଷ୍ଟ୍ରିପ୍ ରେ ୨,୫୦,୦୦୦ ଲୋକ ବାସହୀନ..

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories