www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ..

ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଘୋଷଣା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

- Advertisement -

ସୀମା ଟପିଲା ବର୍ବରତା; ବଣାଇରେ ଅଭାବନୀୟ ଘଟଣା, ଲୁଟ ପରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା..

ପିପିଏଲ୍ ମୁଖ୍ୟ ଫାଟକ ଆଗରେ ୩ ଶହରୁ ଅଧିକ ଠିକା ଶ୍ରମିକଙ୍କ ଆନ୍ଦୋଳନ, ୧୨ ଦିନ ହେଲା ମେକାନିକାଲ ଓ୍ବାକର୍ସଙ୍କ ଗେଟ୍ ପାସ୍ ବନ୍ଦ, ବେଆଇନ ଭାବେ ଛଟେଇ କରାଯାଇଥିବା ଅଭିଯୋଗ , ତୁରନ୍ତ କାମ ଦେବାକୁ ଦାବି କରି ଚାଲିଛି ଆନ୍ଦୋଳନ..

ନୂଆବର୍ଷ ୨୦୨୫ରେ ଅଦ୍ଭୁତ ସଂଯୋଗ ; ଏକାଠି ହେବ ଶୁକ୍ର-ରାହୁ, ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ଚାଲିଗଲା ଆର୍ଯ୍ୟନ୍‌, ୫୭ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ଜୀବନ, ​‌ଖେଳିବା ବେଳେ ଗତ ୯ ତାରିଖରେ ରାଜସ୍ଥାନ ଦୌସାରେ ୧୫୦ ଫୁଟର ଏକ ବୋରୱେଲରେ ଖସି ପଡ଼ିଥିଲା ୫ବର୍ଷର ବାଳକ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା.. ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି..

ସୁନା କିଣିବେ କି? ୧୦ ଗ୍ରାମ୍‌କୁ ୫୯,୬୧୦ ଟଙ୍କା..

ମାଲକାନଗିରି ମୋଟୁରେ ଏନଆଇଏ ଚଢାଉ, ମୋଟୁ ଥାନା ଅନନ୍ତପାଲି ଗାଁରେ ଏନଆଇଏର ଚଢାଉ, ସୁକ୍‌ମାର ୨ଟି ସ୍ଥାନରେ ମଧ୍ୟ କରୁଛି ଚଢାଉ, ନକ୍ସଲ ଲିଙ୍କରେ ଚଢାଉ ହୋଇଥିବା ସୂଚନା..

ଛତିଶଗଡ ଦନ୍ତେୱାଡା-ନାରାୟଣପୁର ସୀମାରେ ଗୁଳି ବିନିମୟ, ଦକ୍ଷିଣ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟ..

୭୪ ବର୍ଷରେ ପାଦ ଥାପିଲେ ଥଲାଇବା, ଜାଣନ୍ତୁ ସୁପରଷ୍ଟାର କେତେ କୋଟିର ମାଲିକ..

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories