www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶ୍ରାବଣ ମାସର ଚତୁର୍ଥ ସୋମବାର: ଜଳ ଲାଗି ପାଇଁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ..

ମନସ୍କାମନା ଆଶାରେ ଲମ୍ବା ଧାଡିରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ..

- Advertisement -

ବୋଲବମ୍ ହରହର ବମ୍ ଧ୍ବନୀରେ ପ୍ରକମ୍ପିକ ଗଗନପବନ..

ଆଜି ଶୁଖିଲା ରହିବ ପାଗ: ମଙ୍ଗଳବାର ପୁଣି ବଢିବ ବର୍ଷା..

ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମଙ୍ଗଳବାର ପାଇଁ ରାଜ୍ୟର ୧୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି..

ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତ: ଭାରତ ମଣ୍ଡପମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ..

ଜାତୀୟ ରାଜପଥ ନେଇ ଏନଏଚ୍ କର୍ତ୍ତୃପକ୍ଷଙ୍କ ସହ କରିବେ ଆଲୋଚନା..

ଗସ୍ତ ଅବସରରେ ବହୁ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟିବା କାର୍ଯ୍ୟକ୍ରମ..

ବିହାର ଜେହନାବାଦ ଜିଲ୍ଲାର ବାବା ସିଦ୍ଧନାଥଙ୍କ ମନ୍ଦିରରେ ଦଳାଚକଟା: ୩ ମହିଳାଙ୍କ ସମେତ ୭ ମୃତ..

୯ଜଣ ଗୁରୁତର ଆହତ, ଶ୍ରାବଣ ଚତୁର୍ଥ ସୋମବାର ଥିବାରୁ ବାବା ସିଦ୍ଧନାଥଙ୍କ ମନ୍ଦିରରେ ଥିଲା ପ୍ରବଳ ଭିଡ..

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ପ୍ରତିବାଦ..

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ସର୍ବଭାରତୀୟ ରେସିଡେନ୍ସ ଡାକ୍ତର ସଂଘ, ଜୁନିୟର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି..

ଚେନ୍ନାଇ: ଦୁର୍ଘଟଣାରେ ୫ ଛାତ୍ରଙ୍କ ମୃତ୍ୟୁ..

ଚେନ୍ନାଇ-ତିରୁପତି ଜାତୀୟ ରାଜପଥର ତିରୁଭେଲର ନିକଟରେ କାରକୁ ଧକ୍କା ଦେଲା ଟ୍ରକ..

ପୁରୀରେ ପ୍ରବଳ ବର୍ଷା: ବଜ୍ରପାତରେ ଜଣେ ମୃତ, ୮ ଆହତ

ଅନ୍ୟ ୨ ଗୁରୁତର ଆହତ..

ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ..

ଆରଆଣ୍ଡବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ..

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଚଢାଉ..

ଭୁବନେଶ୍ୱର, କଟକ ଓ ଝାରସୁଗୁଡା ସମେତ ୯ଟି ସ୍ଥାନରେ ଚଢାଉ..

ପୁରୀରେ ପ୍ରବଳ ବର୍ଷା,ବଜ୍ରପାତ ପରେ ଜଣେ ମୃତ, ୮ ଆହତ..

ଉମରକୋଟ : ମନ୍ଦିରରୁ ଫେରୁଥିଲେ; ମାଡିଗଲା ଟ୍ରକ, ଦମ୍ପତି ମୃତ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories