ପୁରୀରେ ପ୍ରବଳ ବର୍ଷା: ବଜ୍ରପାତରେ ଜଣେ ମୃତ, ୮ ଆହତ
ପୁରୀ : ପୁରୀରେ ସୋମବାର ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଛି । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ଛଇତନା ଭୋଇ ସାହିରେ ବଜ୍ରପାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି । ସମସ୍ତ ୮ ଆହତଙ୍କୁ ଉଦ୍ଧାର କରି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦେଖନ୍ତୁ ଭିଡିଓ ; ସଫାରୀରେ ଯାଇ ସିଂହ ମୁଣ୍ଡରେ ହାତ ମାରିଲେ ପର୍ଯ୍ୟଟକ, ଆଉ ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed