ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..

ଶ୍ରାବଣ ମାସରେ ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ପଞ୍ଚାଙ୍ଗ ଅନୁସାରେ ୧୯ ଅଗଷ୍ଟ ସୋମବାର ଦିନ ଶ୍ରାବଣ ମାସ ଶେଷ ହେବ । ଶ୍ରାବଣ ମାସର ଶେଷ ଦିନ ସୋମବାର ପଡୁଥିବାରୁ ଏହାର ମହତ୍ତ୍ୱ ଦ୍ୱିଗୁଣିତ ହୋଇ ଯାଇଛି । ୧୯ ଅଗଷ୍ଟରେ ସର୍ବାର୍ଥ ସିଦ୍ଧି ଯୋଗ, ଶୋଭନ ଯୋଗ, ରବି ଯୋଗ ଓ ଶବଣ ନକ୍ଷତ୍ରର ଦୁର୍ଲ୍ଲଭ ଯୋଗ ସୃଷ୍ଟି ହେଉଛି । ଏହି ଦୁର୍ଲ୍ଲଭ ଯୋଗ … Continue reading ଦୁର୍ଲ୍ଲଭ ଯୋଗ : ଶ୍ରାବଣ ଶେଷ ସୋମବାର ପୂର୍ବରୁ ଏହି ରାଶିଙ୍କ ଭାଗ୍ୟ ଚମକାଇବେ ପ୍ରଭୁ ଶଙ୍କର, ମିଳିବ ହଠାତ୍‌ ଧନ..