ଚଣ୍ଡିଗଡ : ପଞ୍ଜାବ ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ .. ୪ ଯବାନ ଶହୀଦ୍.. ଭୋର ୪ଟା ୩୫ରେ ଗୁଳିକାଣ୍ଡ ..
କିଏ ଗୁଳିମାଡ କରିଛି ତାହା ସ୍ପଷ୍ଟ ହୋଇନାହିଁ.. ଅଞ୍ଚଳକୁ ସିଲ୍ କରାଯିବା ସହ ତଲାସି ଅଭିଯାନ ଜୋରଦାର କରାଯାଉଛି..
ଏହା ଆତଙ୍କୀ ହାମଲା ନୁହେଁ ବୋଲି କହିଛି ପଞ୍ଜାବ ପୁଲିସ.. ୨ ଦିନ ତଳେ କ୍ୟାମ୍ପରୁ ଏକ ରାଇଫଲ ଗାଏବ ହୋଇଥିଲା..
ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୭,୮୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି.. ୨୨୩ ଦିନ ପରେ ଏହା ସବୁଠାରୁ ଅଧିକ ମାମଲା..
କୋଇଡା : ଆଇଟିଆଇ ବାଇପାସ୍ ରାସ୍ତାରେ ଦୁର୍ଘଟଣା..
ଭ୍ୟାନ ଓଲଟି କମ୍ପାନୀର ୬ କର୍ମଚାରୀ ଆହତ..
ଆହତ ୬ ଜଣଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର..
ରାଜ୍ୟର ଅନେକ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ତାତି.. ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ..
ଖୋର୍ଦ୍ଧା : ସଦର ଥାନା ଗୁଡୁମ୍ ଠାରେ ଏକ ବ୍ୟାଙ୍କରୁ ଚୋରି ସନ୍ଦେହ..
ବ୍ୟାଙ୍କ ଗ୍ରୀଲ୍ ତାଡି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ସନ୍ଦେହ..
ବ୍ୟାଙ୍କରୁ ଲୁଟ୍ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ କରି ନାହାନ୍ତି କର୍ତ୍ତୃପକ୍ଷ..



