ଆଜି ଅପରାହ୍ଣରେ ମହାପ୍ରଭୁଙ୍କ ନୀଳାଦ୍ରିବିଜେ..
ଆଜି ଠାରୁ ଅମରନାଥ ଯାତ୍ରା ଆରମ୍ଭ..
କୁଚିଣ୍ଡା : ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବସ୍.. ୮ ଆହତ..
ଜମନକିରା ଥାନା ବାଇପାସ୍ ରାସ୍ତାରେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ..
କଲମା ବ୍ୟାରେଜ ଖୋଲିବା ପରେ ବଢୁଛି ହୀରାକୁଦ ଜଳସ୍ତର..
ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ୬୦୫.୧୫ ଫୁଟ୍..
ରାୟଗଡା : କ୍ରସରରେ ଥିବା ୯ଟି ଗାଡି ଜାଳିଦେଲେ ମାଓବାଦୀ..
ମୁନିଗୁଡା ଥାନା ଦେଓକୁପୁଲି ଛକ ନିକଟରେ ମାଓବାଦୀଙ୍କ ଉନ୍ମତ୍ତକାଣ୍ଡ..
ପାଣିପାଇଁ ଜାତୀୟ ରାଜପଥ ୫୯ ଅବରୋଧ କରିଛନ୍ତି ଗ୍ରାମବାସୀ ..
ଶହ ଶହ ଯାନବାହାନ ଅଟକି ରହିଛି..
ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା.. ବସ୍ରେ ନିଆଁ ଲାଗି ୨୬ ଜୀବନ୍ତ ଦଗ୍ଧ..



