ମଧ୍ୟପ୍ରଦେଶରେ ସୋମବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା .. ଶ୍ରଦ୍ଧାଳୁମାନେ ଯାଉଥିବା ଏକ ଟ୍ରାକ୍ଟର ନଦୀରେ ଖସି ପଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଆହତ
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କର ଆଜି ଜନ୍ମ ଦିବସ .. ତାଙ୍କୁ ୯୫ ବର୍ଷ ବୟସ ହୋଇଛି .. ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକେ… ଚନ୍ଦ୍ରଗ୍ରହଣ ପାଇଁ ୫ଟା ୩୮ ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗା… ସେପଟେ ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି… ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ…
ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ… ୨ବର୍ଷର କରୋନା କଟକଣା ପରେ ମହାନଦୀ ପଠାରେ ଜମିବ ଲୋକଙ୍କ ଗହଳି… ବାଲିଯାତ୍ରାରେ ଲାଗିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ୍… ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ… ଯୋଗଦେବେ ବଲିଉଡ ଓ ଓଲିଉଡର କଳାକାର… ସୁରକ୍ଷା ପାଇଁ ବାଲିଯାତ୍ରାରେ ୫୦ପ୍ଲାଟୁନ ଫୋର୍ସ ମୁତୟନ…
ତାତିଲାଣି ପଦ୍ମପୁର ରାଜନୀତି… ପ୍ରାର୍ଥୀ ଦେବା ନେଇ ୩ ପ୍ରମୁଖ ରାଜନୈତିକ ଦଳଙ୍କ କସରତ ଆରମ୍ଭ… ଧାମନଗର ପରେ ପଦ୍ମପୁର ଆସନ ପାଇଁ ଅଣ୍ଟା ଭିଡିଲାଣି ବିରୋଧୀ ବିଜେପି… କଂଗ୍ରେସ ମଧ୍ୟ କଷୁଛି ରାଜନୀତି ଗଣିତ… ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଦ୍ୱନ୍ଦ୍ବରେ ରହିଛି ବିଜେଡି…



