www.samajalive.in
Sunday, December 14, 2025
23.1 C
Bhubaneswar

ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସମ୍ପର୍କୀୟା ଯାଇଥିଲେ କଲିକତା

ଭୁବନେଶ୍ବର: ଶେଷରେ ସୂର୍ଯ୍ୟନଗର କରୋନା ସଂକ୍ରମିତଙ୍କ ବିସ୍ତୃତ ତଥ୍ୟ ହାସଲ କରିଛି ରାଜ୍ୟ ସ୍ବାସ୍ଥ୍ୟ ପ୍ରଶାସନ । ସୂର୍ଯ୍ୟନଗର ସଂକ୍ରମିତଙ୍କ ସହ ତାଙ୍କ ପତ୍ନୀ, ଝିଅ, ଡ଼୍ରାଇଭର ଓ ୫ ଭଡ଼ାଟିଆଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ବାସ୍ଥ୍ୟ ପ୍ରଶାସନ ଆରମ୍ଭ କରିଥିଲା ଖୋଳତାଡ଼ । ଏଥିରୁ ତାଙ୍କର ଜଣେ ସମ୍ପର୍କୀୟା କିଛିଦିନ ତଳେ କଲିକତା ଯାଇଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି । କଲିକତାରେ ସେ ୪ ଦିନ ମଧ୍ୟ ରହିଥିଲେ।  ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories