www.samajalive.in
Monday, December 15, 2025
26.1 C
Bhubaneswar

ବନ୍ୟା ପ୍ରପୀଡ଼ିତଙ୍କ ଉପରକୁ ବିସ୍କୁଟ୍‍ ଫୋଫାଡ଼ି ଚର୍ଚ୍ଚାରେ କୁମାରସ୍ୱାମୀଙ୍କ ଭାଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ବନ୍ୟା ପ୍ରପୀଡ଼ିତଙ୍କ ଉପରେ ବିସ୍କୁଟ୍‍ ପ୍ୟାକେଟ୍‍ ଫୋଫାଡ଼ି ବିବାଦକୁ ଆସିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀଙ୍କ ଭାଇ ଏଚ୍‍ ଡି ରେଭଣା। ଏହି ଭିଡିଓ ଭାଇରାଲ୍‍ ହେବା ପରେ ଚାରୁଆଡ଼ୁ ସମାଲୋଚନା ହେଉଛି। ଅପରପକ୍ଷରେ କୁମାରସ୍ୱାମୀ ତାଙ୍କ ଭାଇଙ୍କୁ ଏହି ମାମଲାରେ ସୁରକ୍ଷା ଦେବାକୁ ଆସିଛନ୍ତି।
ଭିଡିଓରେ ଦେଖାଯାଇଛି ଯେ ରେଭଣା ରିଲିଫ୍‍ ଅଧିକାରୀଙ୍କଠାରୁ ବିସ୍କୁଟ୍‍ ପ୍ୟାକେଟ୍‍ ନେବା ପରେ ତାଙ୍କ ସାମ୍ନାରେ ଚଟାଣରେ ବସିଥିବା ଲୋକଙ୍କ ଉପରକୁ ଫୋଫାଡ଼ିଥିଲେ। ସ୍ଥାନୀୟ ଭିଡିଓ ଚ୍ୟାନେଲ୍‍ରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଘଟଣାକୁ କଦର୍ଥ କରି ଦେଖାଯାଉଥିବା ରେଭଣା କହିଛନ୍ତି। ସେହିପରି କୁମାରସ୍ୱାମୀ କହିଛନ୍ତି ଯେ ସମସ୍ତଙ୍କୁ ପାଖକୁ ଯାଇ ଲୋକଙ୍କ ହାତକୁ ବିସ୍କୁଟ୍‍ ପ୍ୟାକେଟ୍‍ ବଢ଼ାଇଦେବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ରେଭଣା ସେଭଳି କରିଥିଲେ। ରେଭଣା ଜଣେ ଦୟାବାନ ପୁରୁଷ ଭାବେ ତାଙ୍କ ପୁଅ ବର୍ଣ୍ଣନା କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories