www.samajalive.in
Sunday, December 14, 2025
14.1 C
Bhubaneswar

ଝାଡ଼ଖଣ୍ଡରେ ପୁଲିସ- ମାଓବାଦୀ ମୁହାଁମୁହିଁ

ରାଞ୍ଚି: ଝାଡ଼ଖଣ୍ଡର ଚାଇଁବସା ଜିଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି  ୩ ମହିଳା ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ପୁଲିସ ସେମାନଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି ।  ଘଟଣାଟି  ଗୁଦଡ଼ିଥାନା ଅନ୍ତର୍ଗତ ଟୋମଡ଼େଲ ପଞ୍ଚାୟତର ଚିରୁଙ୍ଗ ଗାଁ ନିକଟରେ ଘଟିଛି । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅନୁରୂପ ଭାବରେ ଅନ୍ୟଏକ ଘଟଣାରେ ମାଓବାଦୀମାନେ ବିସ୍ଫୋରଣରେ ଜଣେ ଶିକ୍ଷକଙ୍କ ଘର ଉଡ଼ାଇ ଦେଇଛନ୍ତି । ଏହି ଘଟଣାଟି ଚାଇବସା ଜିଲାର ସୋନୁୱା ଥାନା ଅନ୍ତର୍ଗତ ଯୋଡ଼ାପୋଖର ଅଞ୍ଚଳରେ ଘଟିଛି । ମାଓବାଦୀମାନେ ପୁଲିସ ସୂଚନାଦାତା ସନ୍ଦେହରେ ସମ୍ପୃକ୍ତ ଘର ଉଡ଼ାଇ ଦେବା ସହ ତାଙ୍କର ବାଇକ୍ ଓ ଘରର ଆସବାବପତ୍ର ଜାଳି ଦେଇଛନ୍ତି ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories