ଏମ୍ସରୁ ଫେରିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

0

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସୋମବାର ଏମ୍ସରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ମେ ୧୪ରେ ଶ୍ରୀ ଜେଟଲୀଙ୍କ କିଡନୀ ପ୍ରତିରୋପଣ ଏମ୍ସରେ କରାଯାଇ ଥିଲା। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଅନୁଧ୍ୟାନ ନିମନ୍ତେ ଏମ୍ସ କର୍ତ୍ତୁପକ୍ଷ ତାଙ୍କୁ ଅନୁଧ୍ୟାନ କରୁଥିଲେ। ତାଙ୍କୁ ଚିକିତ୍ସା କରିଥିବା ୨୦ଜଣିଆ ଡାକ୍ତରୀ ଦଳଙ୍କୁ ଧନ୍ୟବାଦ ଦେବା ସହ ସେ ଏବେ ସୁସ୍ଥ୍ୟ ବୋଲି ଟ୍ୱିଟ୍‍ କରିଛନ୍ତି ଶ୍ରୀ ଜେଟଲୀ।

Leave A Reply