www.samajalive.in
Monday, December 15, 2025
26.1 C
Bhubaneswar

ସେପ୍ଟେମ୍ବରରୁ ଓଡ଼ିଶାରେ ଏସଆଇଆର

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ସେପ୍ଟେମ୍ବର ମାସରୁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭୋଟର ତାଲିକାର ଏସଆଇଆର ବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ। ବିହାରରେ ଏସଆଇଆର କାର୍ଯ୍ୟକାରୀକୁ ନେଇ ବିବାଦ ଲାଗି ରହିଥିବାବେଳେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଏ ସମ୍ପକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ. ଗୋପାଳନ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ଏସଆଇଆର କାର୍ଯ୍ୟକାରୀ ହେବାକୁ ଯାଉଛି। ଚଳିତବର୍ଷ ଯେଉଁ ଏସଆଇଆର କରାଯିବ ତାହାର ଚୂଡ଼ାନ୍ତ ଭେରିଫିକେସନ ଆଗାମୀ ବର୍ଷ ଜାନୁୟାରୀ ୭ ତାରିଖରେ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, କଂଗ୍ରେସ, ବିଜେଡି ଏ ନେଇ କରିଥିବା ଆପତ୍ତି, ଅଭିଯୋଗର ଜବାବ ଦିଆଯାଇଛି। ଭତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ବିଶ୍ଵସନିୟତାକୁ ଭାଙ୍ଗନ୍ତୁ ନାହିଁ। ରାଜ୍ୟରେ ବୁଥ ସଂଖ୍ୟା ବୃଦ୍ଧି କରାଯିବ। ଏବେ ୩୮ ହଜାର ବୁଥ ଥିବାବେଳେ ତାହାକୁ ୪୫ ହଜାର କରାଯିବ ବୋଲି ସେ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories